Bagbar, Sonepur
ପ୍ରଜ୍ଞା କାମଧେନୁ ଟ୍ରଷ୍ଟ, ବାଗବର୍, ବୀରମହାରାଜପୁର, ସୋନପୁର
Contact Details: Dinesh Bhai (Mob: 8117058433)
ଏଠାରେ ମହିଳାମାନଙ୍କୁ ସ୍ୱାବଲମ୍ବୀ ସହିତ ସାଧନାରେ ଅଗ୍ରଗତି ଲାଗି ୨୦୦୦ ମସିହାରେ ଚମ୍ପକଲାଲଙ୍କ ଭାଇ ବଂଶୀଧରଙ୍କ ପ୍ରେରଣାରେ ଆଶ୍ରମ ଆରମ୍ଭ ହେଇଥିଲା । ଆଶ୍ରମରେ ଆରମ୍ଭରୁ ଅନେକ ପ୍ରକାର ଉତ୍ପାଦ ତିଆରି କରାଯାଉଥିଲା ଯେମିତିକି ହର୍ବାଲ କଫି, ଫିନାଇଲ, ବଡି, ପାମ୍ପଡ, ଚୱନ୍ ପ୍ରାଶ୍, ସେମ୍ପୁ, (liquid soap) ବାସନ ମଜା, ମାଲିସ ତେଲ, ଧୂପକାଠି, ତା' ସହିତ ଅନେକ ଆୟୁର୍ବେଦିକ ଔଷଧ । କିନ୍ତୁ ସମୟ କ୍ରମେ ଅନେକ ଜିନିଷର ବିକ୍ରୟ ସୁଯୋଗ ନ ମିଳିବାରୁ ଏବେ କେବଳ shampoo, ମାଲିସ ତେଲ, ଧୂପକାଠି ଆଉ ଫିନାଇଲ ପର୍ଯ୍ୟାପ୍ତ ପରିମାଣରେ ତିଆରି ହେଉଛି । ଯଦି ଉପଯୁକ୍ତ ମାର୍କେଟର ସୁବିଧା ମିଳେ ତା' ହେଲେ ପୁଣି ଥରେ ଆହୁରି ଅନେକ ଜିନିଷର ଉତ୍ପାଦନ ଆରମ୍ଭ ହେବ ବୋଲି ଆଶା ବ୍ୟକ୍ତ କରାଯାଉଛି ।
Here, the Ashram was started in the year 2000 with the inspiration of Banshidhar, the brother of Champaklal, with the aim of making women self-reliant and helping them progress in their spiritual practice (sadhana). From the beginning, many kinds of products were prepared in the Ashram, such as herbal coffee, phenyl, badi, papad, Chyawanprash, shampoo, liquid soap (for dishwashing), massage oil, incense sticks, and several Ayurvedic medicines. However, over time, due to a lack of proper marketing opportunities for many of these products, currently only shampoo, massage oil, incense sticks, and phenyl are being produced in sufficient quantities. If suitable marketing facilities become available, it is hoped that the production of many more products will resume once again.
(ଧୂପକାଠି - ୨୦ଟି - ୧୦ ଟଙ୍କା)
(ସାମ୍ପୋ - ଛୋଟ - ୫୦ ଟଙ୍କା)
(ସାମ୍ପୋ - ୫୦୦ ମି.ଲି. - ୨୨୦ ଟଙ୍କା)
(ଦର୍ଦ ନାଶକ ତେଲ - ୧୨୦ ଟଙ୍କା)
