Menu

Dalijoda, Cuttack

ଶ୍ରୀଅରବିନ୍ଦ ଶ୍ରୀକ୍ଷେତ୍ର, ଡାଳିଯୋଡ଼ା, କଟକ

Contact Details: Suresh Bhai (Mob: 9938291560)

ଶ୍ରୀଅରବିନ୍ଦ ଶ୍ରୀକ୍ଷେତ୍ର, ଡାଳିଯୋଡା ମନୁଷ୍ୟର ପୂର୍ଣ୍ଣାଙ୍ଗ ଉନ୍ନତି ଓ ସ୍ୱାସ୍ଥ୍ୟମୟ ଜୀବନକୁ ଲକ୍ଷ୍ୟ ରଖି ବିଭିନ୍ନ ପ୍ରକାର ସାମଗ୍ରୀ ଉତ୍ପାଦନ କରୁଛି । ଏଠାରେ ଜୈବ ଚାଷର ଉତ୍ପାଦ ଯଥା ଚାଉଳ, ଡାଲି, ପନିପରିବା, ହଳଦୀ ଗୁଣ୍ଡ ଓ ମହୁ ମିଳେ । ସେଥିସହିତ ଦୁଗ୍ଧଜାତ ଉତ୍ପାଦ ଯଥା ଘିଅ, ପନିର ଓ ପେଡା ମଧ୍ୟ ଉପଲବ୍ଧ ଅଟେ । ଏଠାରେ ହାତରେ ତିଆରି ହୋଇଥିବା ଧୂପକାଠିଗୁଡ଼ିକ ବିଷାକ୍ତ ରସାୟନ ବିହୀନ ଅଟେ । ‘ମା’ଙ୍କ ନର୍ସରୀ’ ରେ ବିଭିନ୍ନ ପ୍ରକାର ଗଛ ଉପଲବ୍ଧ ଅଛି ଏବଂ ଋତୁକାଳୀନ ଫଳମୂଳ ମଧ୍ୟ ମିଳେ । ଏଇ ସାଧନା କେନ୍ଦ୍ରକୁ ନିଶ୍ଚୟ ଆସନ୍ତୁ ଓ ଏହି ପରିବେଶର ଦିବ୍ୟତାକୁ ଅନୁଭବ କରିବା ସହ ଏହାର ପ୍ରକୃତିଜାତ ଜୈବିକ ଦ୍ରବ୍ୟ ଓ ଖାଦ୍ୟପଦାର୍ଥର ଅନୁସନ୍ଧାନ କରନ୍ତୁ ।

Sri Aurobindo Srikshetra, Dalijoda offers a range of products that embody the principles of holistic well-being. These include organic farm products such as rice, pulses, vegetables, turmeric powder, and honey, along with dairy items like ghee, paneer, and peda. The handcrafted incense sticks are free from toxic chemicals. 'Mother's Nursery' offers a variety of plants for sale, and also seasonal fruits are available. Explore our collection to enhance your journey towards inner peace and holistic health.

Besan Rs 70/- (500 gms) (ବେସନ)
Peda Rs 50/- (200 gms) (ପେଡା)
Cumin Powder Rs 50/- (100 gms) (ଜୀରା ଗୁଣ୍ଡ)
Chilli Powder Rs 30/- (100 gms) (ଲଙ୍କା ଗୁଣ୍ଡ)
Turmeric Powder Rs 150/- (500 gms) (ହଳଦୀ)
Mustard Oil Rs 350/- (1 Ltr) (ସୋରିଷ ତେଲ)
Liquid Soap Rs 120/- (1 Kg) (ବାସନ ମଜା ତୈଳ)
Haladi Gundi Rice Rs 100/- (1 Kg) (ହଳଦୀ ଗୁଣ୍ଡି ଚାଉଳ)
Agarbathi Rs 12/- (Per Pack) (ଧୂପକାଠି)
Dry Mango Slices (ଆମ୍ବୁଲ)
Phenyl Rs 50/- (1 Ltr) (ଫିନାଇଲ)
Rice (ଚାଉଳ)
Home
Shop
Cart