Kumarkani, Kalahandi
ଶ୍ରୀଅରବିନ୍ଦ ଯୋଗାଶ୍ରମ କୁମାରକାନି, କଳାହାଣ୍ଡି
Contact Details: Amit Bhai (Mob: 9178173239)
ଏହି ଯୋଗାଶ୍ରମଟି ୨୦୧୬ ମସିହାରେ ଆରମ୍ଭ ହୋଇଥିଲା । ଏବେ ଏହି ଆଶ୍ରମରେ ୨ ଜଣ ଅପା ଓ ୩ ଜଣ ଭାଇ ଅଛନ୍ତି । ଶ୍ରୀଅରବିନ୍ଦଙ୍କ ଯୋଗକୁ କେମିତି ଏହି ଅଞ୍ଚଳର ଲୋକେମାନେ ଜାଣିପାରିବେ, ସେଥିପାଇଁ ସେଠାରେ ବିଭିନ୍ନ ଗାଁ, ସ୍କୁଲ ଓ କଲେଜ ମାନଙ୍କୁ ଯାଇ ପାଠଚକ୍ର କରାହେଉଛି। ଓ ଏଠାରେ ଏକ ଛୋଟ ବାଣିଜ୍ୟ କେନ୍ଦ୍ର ମଧ୍ୟ ଅଛି, ଯେଉଁଥିରେ ମାଣ୍ଡିଆ, ସୋରିଷ, ବଡ଼ି ଇତ୍ୟାଦି ବିଭିନ୍ନ ଜିନିଷ ତିଆରି କରା ହୁଏ ।
This Yogashram was established in 2016. At present, there are 2 Apas and 3 Bhais residing in the Ashram. In order to help the people of this region learn about Sri Aurobindo’s Yoga, study circles are conducted by visiting various villages, schools, and colleges. There is also a small commercial center here, where different items such as millet, mustard, badi (dried lentil dumplings), and other products are prepared.
Products Prepared Here
ବଡି (୨୦୦ ଟଙ୍କା - ୫୦୦ ଗ୍ରାମ)
Badi (Rs 200 - 500 gm)
Badi (Rs 200 - 500 gm)
ବଡି (୧୦୦ ଟଙ୍କା - ୨୫୦ ଗ୍ରାମ)
Badi (Rs 100 - 250 gm)
Badi (Rs 100 - 250 gm)
ମାଣ୍ଡିଆ (୭୦ ଟଙ୍କା - ୧ କେ.ଜି.)
Millets (Rs 70 - 1 kg)
Millets (Rs 70 - 1 kg)
ମାଣ୍ଡିଆ (୩୫ ଟଙ୍କା - ୫୦୦ ଗ୍ରାମ)
Millets (Rs 35 - 500 gm)
Millets (Rs 35 - 500 gm)
