Matrusadan, Jajpur Town
ମାତୃସଦନ, ଯାଜପୁର ଟାଉନ
Contact Details (Mob): 917894010736 (Hemalata Apa), 919861440062 (Satyabhama Apa)
ମାତୃ ସଦନ - ପରମ ପ୍ରଭୁଙ୍କ ଦିବ୍ୟ ଚେତନା, ଦିବ୍ୟ ଉପସ୍ଥିତି, ଦିବ୍ୟ ଆଲୋକ, ଦିବ୍ୟ ଆନନ୍ଦ ଓ ଦିବ୍ୟ ଶାନ୍ତିର ମହା ସମାଧି ପୀଠ। ଏହି ପରିବେଶରେ ଅପାମାନେ ମିଶି ଦିବ୍ୟ ଜନନୀଙ୍କ କରକମଳ ସ୍ପର୍ଶ ଅନୁଭବି ପୂର୍ଣ୍ଣତା ପାଇଁ ସମସ୍ତ କାର୍ଯ୍ୟ ମହା ଆନନ୍ଦରେ କରନ୍ତି। ଏଠାରେ ଧୂପ, Phenyl, Ujala, ବେସନ, ହଳଦୀ, ମୁଗ, କୋଳଥ, ବିରି ଡାଲି, ରାଶି ଲଡୁ, ବାଦାମ ଲଡୁ, ମାଣ୍ଡିଆ ଲଡୁ, ଚୂଡା ମୁଆଁ, ମୁଢ଼ି ମୁଆଁ ଇତ୍ୟାଦି ଅନେକ ପଦାର୍ଥ ପ୍ରସ୍ତୁତ କରାଯାଏ। ଏହି ସାମୁହିକ କାର୍ଯ୍ୟ ଅପାମାନଙ୍କ ମଧ୍ୟରେ ଆତ୍ମୀୟତା ଓ ଏକତାର ଭାବ ଆଣେ। ସମସ୍ତେ ଏକାକାର ହୋଇ ମାତୃନାମ ଜପି ହସି ହସି କାର୍ଯ୍ୟ କରନ୍ତି। ମଧୁମୟୀ ମାଆଙ୍କ ଦିବ୍ୟ ହସ ଓ ସୁମଧୁର ଆଳାପ ମଧ୍ୟରେ କାମ କରିବା ସଭିଙ୍କ ପାଇଁ ଆନନ୍ଦମୟ ହୁଏ। ସୀମାହୀନ ଜନନୀ ଅନ୍ତରେ ରହି ପ୍ରେରଣା ଦିଅନ୍ତି। ସେ ହିଁ ସମସ୍ତ କାର୍ଯ୍ୟ ସ୍ଵୟଂ ସଂପନ୍ନ କରନ୍ତି। CUSAG ରେ କାର୍ଯ୍ୟ କରିବାର ସୁଯୋଗ ପାଇ ଆମେ ମାଆଙ୍କୁ କୋଟି କୋଟି କୃତଜ୍ଞତା ଜଣାଉଛୁ।
Matru Sadan – a sacred seat of the Divine Consciousness, Divine Presence, Divine Light, Divine Bliss, and Divine Peace of the Supreme Lord. In this atmosphere, the Apas experience the touch of the Divine Mother’s grace and joyfully carry out all their work in fulfillment. Various products such as incense sticks, phenyl, Ujala, besan, turmeric, green gram, horse gram, black gram dal, sesame laddus, groundnut laddus, ragi laddus, chuda mua, mudhi mua, and many other items are prepared here. This collective work nurtures closeness and affection among the Apas. United in spirit, they chant the Mother’s name and work with smiles and happiness. The Infinite Mother resides within and inspires them constantly. It is She who accomplishes all the work Herself. We express our heartfelt gratitude to the Mother for granting us the opportunity to serve at CUSAG.
Products Prepared Here
Nimki Rs 25/- (100 gms)
Sev Bhujia Rs 120/- (500 gms)
Chuda Mixture Rs 10/- per pack
Badam Ladoo Rs 20/- per pack
Chuda Ladoo Rs 20/- per pack
Mudhi Ladoo Rs 10/- per pack
Rashi (Til) Ladoo Rs 20/- per pack
Mandia Ladoo Rs 20/- per pack
Besan Rs 60/- (500 gms)
Turmeric Powder Rs 140/- (500 gms)
Kolotha Dali Rs 80/- (500 gms)
Dry Mango Slices Rs 10/- per packet
Agarbathi (Jhuna) Rs 10/- (18 sticks)
Ujala Rs 30/- (200 gms)
Phenyl Rs 40/- (1 Ltr)
Muga Dali Rs 100/- (500 gms)
