Aurojyoti Sadhana Peetha
Manatri, Soro, Balasore
FSSAI Regd. No. - 22023010002049
ଆଶ୍ରମ ହାତ ତିଆରି ଶୁଦ୍ଧ ହଳଦୀ, ବେସନ, ବୁଟଛତୁ, ବଡି, ଜିରାଗୁଣ୍ଡ, ଧଣିଆଗୁଣ୍ଡ, ଆଚାର, ବିଭିନ୍ନ ପ୍ରକାର ଲଡୁ ଏବଂ ପଣ୍ଡିଚେରୀ ଆଶ୍ରମରୁ ଯଥା - ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ପୁସ୍ତକ, ଫଟୋ, ଲକେଟ, ସେଣ୍ଟ ଧୂପ, ଅତର, ରୂପା ଲକେଟ ଓ ମୁଦି ମିଳେ ।
ଯେଉଁ ଦୃଷ୍ଟିଟି ସହିତ ତୁମେ କର୍ମ କରୁଛ, ସବୁକଥା ତାହାରି ଉପରେ ନିର୍ଭର କରିବ । ଯଦି ଉଚିତ ଭାବଟି ସହିତ କର୍ମ କରା ଯାଉଥିବ, ତେବେ ତାହା ତୁମକୁ ସୁନିଶ୍ଚିତ ଭାବରେ ମୋ’ର ଅଧିକ ନିକଟବର୍ତ୍ତୀ କରାଇ ଆଣିବ । – ଶ୍ରୀମା
Contact Details (Mob): 9892414208, 9892556537
ସ୍ଥାନ - ଅରୋଜ୍ୟୋତି ସାଧନା ପୀଠ, ମାଣତ୍ରି, ସୋର, ବାଲେଶ୍ବର (୭୫୬୦୪୫)